ନୂଆ ବର୍ଷ

​ଦିନ ଥିଲା ନୂଆବର୍ଷ କହିଲେ ବଣଭୋଜି କିମ୍ବା କିଛି ନହେଲେ ସାଙ୍ଗସାଥୀଙ୍କ ସହିତ ଗୋଟେ ଛୋଟକାଟିଆ ପାର୍ଟିକୁ ବୁଝାଉ ଥିଲା। ସମୟ ସହିତ ସେଲିବ୍ରେସନର ସଂଜ୍ଞା ବଦଳିଛି। ଧିରେ ଧିରେ ନୂଆବର୍ଷ ନିରାଡମ୍ବର ଭାବେ ପାଳନ ହେଇ ଚାଲିଛି।  ହେଲେ ଏବେ…