ଗୁରୁଜୀ, ପ୍ରଣାମ!

ଆଜି ଗୁରୁଦିବସରେ ମୋ ଜୀବନରେ ଯେଉଁ ଗୁରୁମାନଙ୍କର ବିଶେଷ ଅବଦାନ ରହିଛି, ସେମାନଙ୍କୁ ମୋର ପ୍ରଣାମ। ଆପଣମାନେ ଦେଇଥିବା ଗୁରୁମନ୍ତ୍ରର ତାଲିକା:

ଖୁରା ଆଜ୍ଞା ‐ ସବୁବେଳେ ସତ କହିବା
(ଆଜ୍ଞା, ମୁଁ ପ୍ରାୟ ୮୦% ସତ କହୁଛି! ଆଉ ଏକଥା ୧୦୦% ସତ!)

ପାଢୀ ଦିଦି ‐ ସଫାସୁତୁରା ରହିବା
(ଦିଦି, ଆଜିକାଲି ମୁଁ ଡେଲି ଗାଧୋଉଛି କାରଣ ଗରମ ପାଣିର ଅଭାବ ନାହିଁ!)

ବିଘ୍ନ ଆଜ୍ଞା ‐ ଆପଣ ତ ଆଜ୍ଞା ମୋ ପିତୃତୁଲ୍ୟ
(ଆପଣଙ୍କ ଭଳି ହେବାକୁ ଚେଷ୍ଟା କରୁଛି ଯେ ୧% ହେଇପାରିନି ଏପର୍ଯ୍ୟନ୍ତ!)

ରଥ ଆଜ୍ଞା ‐ ଆପଣଙ୍କ କଥା “ପଣ୍ତା, ସାଇନ୍ସ୍ ପିଲା ସବୁବେଳେ WH-word ପଚାରିବା କଥା” ଏବେବି ମନେ ରଖିଛି ଆଜ୍ଞା! ସବୁ ସମସ୍ୟାର ସମାଧାନ ପାଇଁ ଏଇଟା ପୁରା ଅବ୍ୟର୍ଥ ଉପାୟ!

ରାୟ ସାର୍ ‐ ଅର୍ଗାନିକ୍ କେମିଷ୍ଟ୍ରିର ଗୁଢରହସ୍ୟ
(ସାର୍ କାର୍ବନ୍ ଉପରେ ଆପଣଙ୍କ ତତ୍ତ୍ୱାବଧାନରେ ଯୋଉ ବିଜୟଟା ପାଇଥିଲି, ଆଜିଯାଏ ଚଳୁଛି!)

ମୀରା ମାଡାମ୍ ‐ ଯେ କୌଣସି ପ୍ରୋବ୍ଲେମକୁ ଆଟେଣ୍ତ୍ କରିବା
(ମାଡାମ୍ ସେଲ୍ସ୍ ଚାକିରୀରେ ଏଇଟା ନକଲେ ନଚଳେ! ବେଳରୁ ଆପଣ ଯାହା ହେଉ ଶିଖେଇ ଦେଇଥିଲେ!)

ମିଶ୍ର ସାର୍ ‐ ନୋ କୋଶ୍ଚେନ୍ ଇଜ୍ ଏ ସିଲ୍ଲି କୋଶ୍ଚେନ୍
(ଏହି ଗୁରୁମନ୍ତ୍ରଟି ପତ୍ନୀଙ୍କ ଉପରେ ପ୍ରୟୋଗ କରି ବହୁ ସଫଳତା ପାଇଛି!)
ବି.ଦ୍ର. ଆପଣଙ୍କ ଶାଳୀକୁ ଲାଇନ୍ ମାରୁଥିଲି, ସେଥିପାଇଁ କ୍ଷମିତ!

ବାସୁ ସାର୍ ‐ Be bold, show the courage
(That was a great tip sir. Now I realise it helps to speak your mind when you deal with the top management!)

ଦେଶପାଣ୍ତେ ସାର୍ ‐ Treat your team like your family
(Unique idea to create a cohesive team sir. Priviledged to having worked wth you.)

ଆଣ୍ଟୋନି ସାର୍ ‐ Still remember your words sir “Take control of your anger and channel the aggression.”

A man/woman is groomed from childhood by some godsend people who steer us through the journey called life. No matter how small their contribution is, it has eventually shaped our characters. My belief is one should be a student till his/her last breath.

ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁ ଗୁରୁର୍ଦେବୋ ମହେଶ୍ୱର
ଗୁରୁସାକ୍ଷାତ୍ ପରଂବ୍ରହ୍ଣ ତସ୍ମୈ ଶ୍ରୀ ଗୁରବେ ନମଃ॥

1 Comment

  1. ମିଶ୍ର ସାର୍‌ଙ୍କ କଥାଟି ଖୁବ୍ ଭଲ ହେଇଛି ।
    ସାର୍‌ଙ୍କ ଶାଳୀକୁ ଲାଇନ୍ ଯଦି ମାରୁଥିଲେ ସେ କଥା ସାର୍‌ଙ୍କୁ ଜଣାଇଥାନ୍ତେ ନା ସେ କିଛି କରିଥାନ୍ତେ ।

    Liked by 2 people

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s