କର୍ମକାଣ୍ତରେ ରସଗୋଲା

ଓଡିଆ ଘରେ ବାରମାସରେ ତେର ପର୍ବ। ତା’ଛଡା କର୍ମକର୍ମାଣି ବି ବହୁତ। ବାହାଘର, ବ୍ରତଘର, ରଜ, ସାବିତ୍ରୀ, ରାକ୍ଷୀ ଆଦି ପର୍ବ ଅବସରରେ ବନ୍ଧୁବାନ୍ଧବଙ୍କ ଘରକୁ ଫଳମୁଳ, ମିଠାମିଠିର ଆଦାନ ପ୍ରଦାନ କରାଯାଏ। ରୀତି ଅନୁସାରେ ବାହାଘର ପରର ୪ର୍ଥ ଦିନ (ଚଉଠି) କନ୍ୟାଘର ତରଫରୁ ବରଘରକୁ ଗୋଟିଏ ଭାର ଯାଏ। ସମସ୍ତେ ନିଜ ସମ୍ବଳ ହିସାବରେ ପରିବାପତ୍ରଠାରୁ ଆରମ୍ଭ କରି ମାଛ ପର୍ଯ୍ୟନ୍ତ ଜିନିଷ ପଠାନ୍ତି ଭାରରେ। ଯେତେ ଯାହା ପଠେଇଲେ ବି ଯଦି ହାଣ୍ତିଏ ରସଗୋଲା ନ ଯାଏ, ତାହେଲେ ଭାରଟି ସମ୍ପୁର୍ଣ୍ଣ ହୁଏନା। ଆଗରୁ ଭାର ସାଙ୍ଗରେ ଗୋଟିଏ ମାଟିହାଣ୍ତିରେ ରସଗୋଲା ନିଶ୍ଚିତ ଯାଉଥିଲା। ସମୟ ଅନୁସାରେ ପ୍ରଥାସବୁ ବଦଳିଲାଣି, ଆଜିକାଲି ଲୋକେ ଶୁଖିଲାମିଠା କି ଡ୍ରାଏ ଫୃଟରେ କାମ ଚଳେଇ ଦେଉଛନ୍ତି।

3 Comments

  1. ନାଇ ଏଇ ବୈଶାଖ ମାସରେ ମୋ ମାଉସୀ ଝିଅ ଘରକୁ ବି ହାଣ୍ଡିରେ ରସଗୋଲା ପଠାଯାଇଥିଲା କେବଳ ଟିକେ ଅଲଗା ଥିଲା ହାଣ୍ଡିଟା ମାଟି ରେ ନୁହେଁ ଅଲୁମିନାରେ ଥିଲା।

    Liked by 1 person

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s