ଛଦ୍ମବେଶୀର ଆତ୍ମକଥା

ସାମ୍ପ୍ରତିକ ପରିସ୍ଥିତିରେ କିଛି ଜଣାଶୁଣା ବ୍ୟକ୍ତିଙ୍କ ଟୁଇଟରରେ ମାନସିକ ଉତ୍ପୀଡ଼ନ ଦେଖି ଲାଗିଲା କିଛିଦିନ ପାଇଁ ଧ୍ୟାନସ୍ଥ ହୋଇଯିବା ଉଚିତ। ହେଲେ ପୁଣି ଭାବିଲି ୟା ଦ୍ୱାରା ଉତ୍ପୀଡକ/ମାନେ ସତ୍ୟ ସାବ୍ୟସ୍ତ ହେବେ ଓ ସେମାନଙ୍କ ସାହସ ବଢ଼ିବ। ନିଜେ ଛତ୍ରଭଙ୍ଗ…

ଅନୁଭୂତି-୫

ସ୍କୁଟରକୁ ଦୁଆର ମୁହଁରେ ଷ୍ଟାଣ୍ଡ ଲଗେଇ ଦଣ୍ଡଘରକୁ ପଶୁ ପଶୁ ଅଟକି ଗଲେ ସାହୁବାବୁ। ସୋଫାରେ ବସି ଚା' ପିଉଥିବା ଯୁବକ ଜଣକ ଚିହ୍ନାଚିହ୍ନା ଲାଗୁଥାନ୍ତି। ତାଙ୍କୁ ଦେଖୁ ଦେଖୁ ଉଠି ଆସି ପ୍ରଣାମ କଲେ, "ସାର, ମୁଁ ମିଟୁ।" ସାହୁବାବୁ…

ଗଣେଶ ପୂଜା

ରାତି ପାହିଲେ ଗଣେଶ ପୂଜା। ପେଣ୍ଡାଲ ତିଆରି ସରିଥାଏ। ଖୁଣ୍ଟାପୋତି ଚାନ୍ଦୁଆ ବନ୍ଧା ଆଉ ଡେକୋରେସନ କାମ ପୁରା ବାକି ଥାଏ। ୨୦୦ୱାଟ ବଲବ ଦୁଇଟା ଜଳେଇ ସମସ୍ତେ କାମରେ ଲାଗିଥାନ୍ତି। ଛୁଆ ନାଲି ନେଳୀ କାଗଜର ପତାକାକୁ ମଇଦା ଅଠାଲଗା…